ପଞ୍ଚଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷ ପାଇଁ ସବୁ ରାଜ୍ୟକୁ ୬ ହଜାର ୧୪୩ କୋଟି ଟଙ୍କା ବ୍ୟୟବରାଦ କରି ଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶା ପାଇଁ ଏହି କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇଛି ବୋଲି ସଂସଦରେ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ହେଉଛି ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହାରି ପଡ଼ିଛନ୍ତି ମହାପ୍ରଭୁ। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ କାଳିଆ ଠାକୁର। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି। ରଥାରୁଢ ହୋଇଛନ୍ତି ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାବାହୁ। ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଛି ଚତୁର୍ଦ୍ଦିଗ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି। ଏ ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ଭକ୍ତଗଣ। ଭକ୍ତରହିତ ଭାବେ ପାଳନ ହେଉଛି ବାହୁଡ଼ା ଯାତ୍ରା। ତେଣୁ ବଡ଼ଦାଣ୍ଡରେ ଗହଳି ନାହିଁ। ଜନଶୂନ୍ୟ ହୋଇ ପଡ଼ିଛି କାଳିଆର ବଡ଼ଦାଣ୍ଡ। ଦିନେ ଏଇ ବଡ଼ଦାଣ୍ଡରେ ତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଥିଲା। କିନ୍ତୁ ମହାମାରୀ କୋରୋନା ପାଇଁ ବିନା ଭକ୍ତରେ ହେଉଛି କାଳିଆ ସାଆନ୍ତଙ୍କ ବାହୁଡ଼ା ଯାତ୍ରା।

ଆଜି ହେଉଛି ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହାରି ପଡ଼ିଛନ୍ତି ମହାପ୍ରଭୁ। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ କାଳିଆ ଠାକୁର। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି। ବର୍ତ୍ତମାନ ମହାରାଜାଙ୍କ ଦ୍ବାରା ଛେରା ପହଁରା ନୀତି ଶେଷ ହୋଇଛି। ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଛନ୍ତି ଗଜପତି ମହାରାଜା। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି, ତାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜା। ଏହାପରେ ଆରମ୍ଭ ହୋଇଥିଲା ଚାରମାଳ ଫିଟା ଏବଂ ଘୋଡ଼ାଯଚା। ସବୁନୀତିକାନ୍ତି ଶେଷ ହେବା ପରେ ବଡ଼ଦାଣ୍ଡରେ ଗଡ଼ିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ। ସେବାୟତମାନେ ରଥଟାଣିବା ଆରମ୍ଭ କରିଛନ୍ତି। ଏ ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ଭକ୍ତଗଣ। ଭକ୍ତରହିତ ଭାବେ ପାଳନ ହେଉଛି ବାହୁଡ଼ା ଯାତ୍ରା। ତେଣୁ ବଡ଼ଦାଣ୍ଡରେ ଗହଳି ନାହିଁ। ଜନଶୂନ୍ୟ ହୋଇ ପଡ଼ିଛି କାଳିଆର ବଡ଼ଦାଣ୍ଡ। ଦିନେ ଏଇ ବଡ଼ଦାଣ୍ଡରେ ତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଥିଲା। କିନ୍ତୁ ମହାମାରୀ କୋରୋନା ପାଇଁ ବିନା ଭକ୍ତରେ ହେଉଛି କାଳିଆ ସାଆନ୍ତଙ୍କ ବାହୁଡ଼ା ଯାତ୍ରା।

Boita Bandana: The Essence of Kartika Purnima
Heroes Of Odisha: Let’s Celebrate Our ‘Padmas’!
ଓଡିଶାରେ ଦୀପାବଳି: ରୀତିନୀତି, କଥା, କାହାଣୀ, କିମ୍ବଦନ୍ତୀ
Odia NRIs Celebrate Diwali
ଜଗନ୍ନାଥ ଙ୍କୁ ସମର୍ପିତ ଜଗନ୍ନାଥ ବାଟିକା